ରାଜ୍ୟ

ଜୁନ ୧୭ସୁଧା ଶ୍ରୀମନ୍ଦିର ମତାମତି କାର‌୍ୟ୍ୟ ସରିବ : ନବୀନ

Published

on

ପୁରୀ ୧୮/୫ : ନବୀନ ପଟ୍ଟନାୟକ ଆଜି ଶ୍ରୀମନ୍ଦିର କ୍ଷୟକ୍ଷତି ସମୀକ୍ଷା କରିଛନ୍ତି । ଏହାସହ ସେ ଏଏସଆଇ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି ଯେ, ବାତ୍ୟା ପରେ ଶ୍ରୀମନ୍ଦିର ସ୍ଥିତି ଦେଖିବାକୁ ଆସିଥିଲି । ଏହାସହ ଏଏସଆଇ ଅଧିକାରୀଙ୍କ ସହ ବୈଠକ କରାଯାଇଛି । ଜୁନ ୧୭ସୁଧା ମତାମତି କାର‌୍ୟ୍ୟ ସାରିବାକୁ ଅଧିକାରୀଙ୍କୁ କୁହାଯାଇଚି ବୋଲି ନବୀନ କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version