ଅପରାଧ

ଜେସିବି ଧକ୍କାରେ ଦୁଇ ଛାତ୍ରଙ୍କ ମୃତ୍ୟୁ : ତୀବ୍ର ଉତ୍ତେଜନା

Published

on

ଖଜୁରୀପଡ଼ା ୧୮/୧ : ଶୁକ୍ରବାର କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ପିରିକୁଡ଼ି ନିକଟରେ ଏକ ମର୍ମତୁଦ ଦୁର୍ଘଟଣାରେ ଦୁଇଜଣ ଛାତ୍ର ପ୍ରାଣ ହରାଇଛନ୍ତି । ଛାତ୍ର ଦ୍ୱୟ ଖଜୁରୀପଡ଼ା ହାଇସ୍କୁଲରୁ ଘରକୁ ଫେରୁଥିବାବେଳେ ସେମାନଙ୍କ୍ୁ ଏକ ଜେସିବି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଛାତ୍ର ମଧ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ଲୋକମାନେ ରାସ୍ତାରୋକ କରି କ୍ଷତିପୂରଣ ସହ ଜେସିବି ଡ୍ରାଇଭର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version