ଅପରାଧ

ଟିଟୋକୁ କେନ୍ଦ୍ରାପଡା ଜେଲରୁ ଝାରପଡା ଜେଲକୁ ହେଲା ସ୍ଥାନାନ୍ତର

Published

on

ଭୁବନେଶ୍ୱର ୧୯/୪ : ଟିଟୋକୁ କେନ୍ଦ୍ରାପଡା ଜେଲରୁ ଝାରପଡା ଜେଲକୁ ହେଲା ସ୍ଥାନାନ୍ତର । କଡା ସୁରକ୍ଷା ମଧ୍ୟରେ ଟିଟୋକୁ କେନ୍ଦ୍ରାପଡା ଜେଲରୁ ଭୁବନେଶ୍ୱରର ଝାରପଡା ଜେଲକୁ ଅଣାଯାଇଛି । ପ୍ରଶାସନିକ ଶୃଂଖଳା ଦୃଷ୍ଟିରୁ ଏପରି ସ୍ଥାନାନ୍ତର କରାଯାଇଥିବା କୁହାଯାଇଛି । ୨୦୧୮ ସେପ୍ଟେମ୍ୱର ମାସରେ ସୟଦ୍ ଉସମାନ୍ ଅଲ୍ଲୀ ଓରଫ୍ ଗ୍ୟାଙ୍ଗଷ୍ଟର ଟିଟୋକୁ କେନ୍ଦ୍ରାପଡାରୁ ଗିରଫ କରିଥିଲା ସ୍ପେଶାଲ ଟାସ୍କ ଫୋର୍ସ । ରାଜକନିକାରେ ନସିରୁଦ୍ଧିନ ଉପରେ ମରଣାନ୍ତକ ଆକ୍ରମଣରେ ଟିଟୋ ବିପକ୍ଷରେ ସୁରାକ୍ ମିଳିବା ପରେ ପରେ ଏସଟିଏଫ୍ ତାଙ୍କୁ ଗିରଫ କରିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version