ରାଜ୍ୟ

ଟ୍ରକ୍ ଓଲଟି ଜଣେ ମୃତ, ଦୁଇ ଗୁରୁତର

Published

on

ଜୟପୁର ୬/୧୨ : ବୈପାରୀଗୁଡ଼ା ଅଞ୍ଚଳରେ ଏକ ଟ୍ରକ୍ ଓଲଟିପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ବୈପାରୀଗୁଡ଼ାର ମନ୍ତ୍ରୀ ଆମ୍ବଠାରେ ଏହି ଦୁର୍ଘଟଣା ଘଟିଛି । ଟ୍ରକ୍ଟି ରଙ୍ଗ ବୋଝେଇ କରି ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version