ରାଜ୍ୟ

ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀ ମୃତ

Published

on

ରାୟଗଡ଼ା ୧୦/୪ : ଟ୍ରକ ଓଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି ।ମୃତକଙ୍କୁ କ୍ଷତିପୂରଣ ଦାବୀରେ ଉତ୍ତ୍ୟେକ୍ତ ଲୋକେ ରାସ୍ତାରୋକ କରିଛନ୍ତି । ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ପଟାମୁଣ୍ଡା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକରେ ଆସୁଥିବା ଦୁଇ ବ୍ୟକ୍ତିଙ୍କ ଉପରେ ଅପରପକ୍ଷରେ ଆସୁଥିବା ଏକ ଟ୍ରକ ମାଡ଼ିଯାଇଛି । ଏହି ଅଘଟଣରେ ଦୁଇବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ । କ୍ଷତିପୂରଣ ଦାବୀରେ ଉତ୍ତ୍ୟେକ୍ତ ଲୋକେ ରାସ୍ତାରୋକ କରିଛନ୍ତି । ଉକ୍ତ ସ୍ଥାନରେ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version