ଅପରାଧ

ଟ୍ୟାଙ୍କରରୁ ୪୩୩ କେଜି ଗଞ୍ଜେଇ ଜବତ : ୪ ଗିରଫ

Published

on

ରାୟଗଡ଼ା ୨୨/୨ : ଆଜି ଏକ ଟ୍ୟାଙ୍କରରୁ ୪୩୩ କିଜି ଗଞ୍ଜେଇ ପୋଲିସ ଜବତ କରିଛି । ଗୁଣୁପୁର ପାଟିଲବନ୍ଧ ଛକରୁ ଏହି ଗଞ୍ଜେଇ ଟ୍ୟାଙ୍କରଟିକୁ ଜବତ କରିଥିବାବେଳେ ୪ ଜଣଙ୍କୁ ଗିରଫ କରିଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଗଞ୍ଜେଇ କିଣି ଅଭିଯୁକ୍ତ ମାନେ ରାଜ୍ୟ ବାହାରକୁ ଚୋରା ଚାଲାଣ କରୁଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version