ଅପରାଧ

ଠକେଇ ଅଭିଯୋଗରେ ଜେଡ ଇନଫ୍ରାର ସିଜିଏମ ଗିରଫ

Published

on

ଭୁବନେଶ୍ୱର ୧/୨ : ଜମି ଦେବା ନାଁରେ ଲୋକଙ୍କ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଜେଡ଼ ଇନଫ୍ରା କନଷ୍ଟ୍ରକସନର ଚିଫ ଜେନେରାଲ ମ୍ୟାନେଜର ସୋ÷ମେନ୍ଦ୍ର ନାରାୟଣ ଦଳବେହେରାଙ୍କୁ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି । ସେ ପ୍ରାୟ ୩୦୦ ଲୋକଙ୍କୁ ଜମି ଦେବାକୁ ପ୍ରତିଶ୍ରୁତି ଦେଇ ୧୨ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଗ୍ରାହକମାନେ ତାଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ହେଁ ସେମାନଙ୍କୁ ଜମି ଦେଇନଥିଲେ କି ଟଙ୍କା ଫେରାଇ ନଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version