ଅପରାଧ

ଠେଙ୍ଗାରେ ପିଟି ମା’କୁ ହତ୍ୟା

Published

on

ସୁନ୍ଦରଗଡ଼ ୨୭/୧୨ : ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରିକେଲା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ରଷ୍ଟି ଗାଁର ଜଣେ ଯୁବକ ମା’ସହ କୋ÷ଣସି କାରଣରୁ କଳି ହେବାପରେ ତାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି । ପୋଲିସ ଏହି ଯୁବକକୁ ଅଟକ ରଖି ପଚରାଉଚରା କରୁଥିବାବେଳେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version