ରାଜ୍ୟ

ଡକ୍ଟର ପୱନ କୁମାର ଅଗ୍ରୱାଲ ଓୟୁଏଟିର ନୂଆ କୁଳପତି

Published

on

ଭୁବନେଶ୍ୱର ୧୦/୫ : ଓୟୁଏଟି ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଡକ୍ଟର ପୱନ କୁମାର ଅଗ୍ରଓ୍ଵାଲଙ୍କୁ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ ନିଯୁକ୍ତି କରିଛନ୍ତି । ଯୋଗ ଦେବା ଦିନ ଠାରୁ ତିନି ବର୍ଷ ଯାଏଁ କିମ୍ବା ପରବର୍ତ୍ତୀ ନିର୍ଦେଶ ଯାଏଁ ଡକ୍ଟର୍‌ ଅଗ୍ରଓ୍ଵାଲ୍‌ ଏହି ପଦବୀରେ ଅବସ୍ଥାନ କରିବେ । ସମ୍ପ୍ରତି ଡକ୍ଟର୍‌ ଅଗ୍ରଓ୍ଵାଲ୍‌ ନୂଆଦିଲ୍ଲୀସ୍ଥିତ ନେସ୍‌ନାଲ୍‌ ଏଗ୍ରିକଲ୍‌ଚର୍‌ ସାଇନ୍‌ସ୍‌ ଫଣ୍ଡ୍‌, ଆଇସିଏଆର୍‌ରେ ଆସିଷ୍ଟାଣ୍ଟ୍‌ ଜେନେରାଲ୍‌ ଆଣ୍ଡ୍‌ ଡାଇରେକ୍ଟର୍‌ ଭାବେ କାର‌୍ୟ୍ୟରତ ।

Leave a Reply

Your email address will not be published. Required fields are marked *

Trending

Exit mobile version