ଅପରାଧ

ଡ୍ରାଇଭରଙ୍କୁ ହତ୍ୟା କରି ଟ୍ରକ ଲୁଟ

Published

on

ସୁନ୍ଦରଗଡ଼ ୨/୨ : ଟିକାୟତପଲ୍ଲୀ ଥାନା ଅନ୍ତର୍ଗତ ଭୀମଘାଟିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । କେତେକ ଦୁର୍ବୃତ୍ତଏକ ଟ୍ରକକୁ ଅଟକାଇ ଡ୍ରାଇଭରଙ୍କୁ ହତ୍ୟା କରିଛନ୍ତି ଏବଂ ତାଙ୍କୁ ରାସ୍ତାକଡ଼ରେ ଫିଙ୍ଗି ଟ୍ରକ ନେଇ ଫେରାର ହୋଇଯାଇଛନ୍ତି । ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଶେଷ ସମ୍ବାଦ ଅନୁଯାୟୀ ପୋଲିସ ବାରକୋଟ ଅଂଚଳରୁ ଲୁଟ ଟ୍ରକକୁ ଜବତ କରିଛି । ତେବେ ହତ୍ୟକାରୀଙ୍କୁ ଗିରଫ କରିପାରିନାହିଁ ।

Leave a Reply

Your email address will not be published. Required fields are marked *

Trending

Exit mobile version