ରାଜ୍ୟ

ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧା ମୃତ

Published

on

ଢେଙ୍କାନାଳ ୧/୬ : ଢେଙ୍କାନାଳରେ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଗୁଣୁଦେଇ ନିକଟରେ ଜଣେ ବୃଦ୍ଧାଙ୍କୁ ଦନ୍ତାହାତୀ ଆକ୍ରମଣ କରିଛି । ଯାହା ଫଳରେ ବୃଦ୍ଧା ଗୋଲାପ ସାହୁଙ୍କ ମୃତ୍ୟୁ ଘଟିଛି । ବୃଦ୍ଧାଙ୍କୁ ମାରିବା ପରେ ମଧ୍ୟ ମୃତ ବୃଦ୍ଧାଙ୍କୁ ଦନ୍ତାହାତୀଟି ଜଗି ବସିଥିବା ଜଣାପଡ଼ିଛି । ଏହି ଦୃଶ୍ୟ ଗ୍ରାମବାସୀ ଆତଙ୍କିତ ହୋଇଉଠିଛନ୍ତି । ବନବିଭାଗକୁ ଖବର ଦେବା ଦନ୍ତାକୁ ଘଉଡ଼ାଇବା ପାଇଁ ଚେଷ୍ଟା କରାଯାଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version