ରାଜ୍ୟ

ଦମ୍ପତିଙ୍କ ମୃତଦେହ ଉଦ୍ଧାର

Published

on

କେନ୍ଦୁଝର ୯/୧୨ : କେନ୍ଦୁଝର ଜିଲ୍ଲା ବାମେବାରି ଅଞ୍ଚଳରୁ ଏକ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଯାଇଛି । ରୁଙ୍ଗଟା କଲୋନୀ ବାସିନ୍ଦା ଇଞ୍ଜିନିୟର ସୁଜତ ହେମ୍ବ୍ରମ ଓ ତାଙ୍କ ପତ୍ନୀଙ୍କ ଘର ଆଜି ବହୁ ସମୟ ଯାଏ ବନ୍ଦ ରହିଥିଲା । ପାଖ ପଡ଼ୋଶୀମାନେ ଯେତେ ଡାକିଲେ ବି କେହି କବାଟ ଖୋଲି ନଥିଲେ । ଫଳରେ ଲୋକମାନେ ପୋଲିସକୁ ଡାକି କବାଟ ଭାଙ୍ଗିବା ପରେ ଖଟ ଉପରେ ପତି-ପତ୍ନୀଙ୍କ ଶବ ପଡ଼ିଥିବା ଦେଖା ଦେଇଥିଲା । ଏହା ଆତ୍ମହତ୍ୟା ନା ହତ୍ୟା ସେ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version