ରାଜ୍ୟ

ଦଳିତ-ଆଦିବାସୀ ପିଲାଙ୍କ ଛାତ୍ରବୃତ୍ତି ରେ ପରିବର୍ତ୍ତନ ହେବ ନାହିଁ:ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର: ଦଳିତ ଓ।ଆଦିବାସୀ ପିଲାଙ୍କ ପୋଷ୍ଟ ମ୍ୟାଟ୍ରିକ ସ୍କଲରଶିପରେ ପରିବରତନ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନଵୀନ ପଟନାୟକ କହିଛନ୍ତି

ସେମାନେ ବରତମାନ ପ୍ରଚଳିତ ହାରରେ ଛାତ୍ରବୃତ୍ତି ପାଇବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ଏ ସମ୍ପର୍କରେ ପ୍ରକାଶିତ ସଂକଳ୍ପପତ୍ରକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେବା ସହିତ ଏ ସମ୍ପର୍କୀତ ଫାଇଲଟିକୁ ବିଶଦ ଅନୁଧ୍ୟାନ ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟକୁ ପଠାଇବା ପାଇଁ ସେ ଆଦେଶ ଦେଇଛନ୍ତି

Leave a Reply

Your email address will not be published. Required fields are marked *

Trending

Exit mobile version