ରାଜନୀତି

ଦାରିଙ୍ଗବାଡ଼ି ବିବାଦ : ୧୯ରେ ବିକ୍ଷୋଭ କରିବ କଂଗ୍ରେସ

Published

on

ଦାରିଙ୍ଗବାଡ଼ି ୧୫/୧ : ଦାରିଙ୍ଗବାଡ଼ି ସେବାଶ୍ରମ ସ୍କୁଲରେ ଜଣେ ଛାତ୍ରୀଙ୍କ ସନ୍ତାନ ଜନ୍ମ ଘଟଣାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଆସନ୍ତା ୧୯ ତାରିଖ ମଧ୍ୟରେ ଅନୁସୂଚିତ ଜାତି ଓ ଉପ-ଜାତି କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ଏବଂ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ବହିଷ୍କାର କରାନଗଲେ କଂଗ୍ରେସ ପକ୍ଷରୁ ସବୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସେହିଦିନ ବିକ୍ଷୋଭ କରାଯିବ ବୋଲି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ସୂଚନା ଦେଇଛନ୍ତି । ସେ ମଧ୍ୟ ବିଭାଗିୟ ସଚିବ ଓ ଜିଲ୍ଲାପାଳଙ୍କ ନିଲମ୍ବନ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version