ଅପରାଧ

ଦିନ ଦ୍ୱିପ୍ରହରେ ଲୁଟେରାଙ୍କ ରାଜ : ଛଡ଼ାଇନେଲେ ୪ ଲକ୍ଷ

Published

on

କଳାହାଣ୍ଡି ୨୦/୬ : ଦିନବେଳେ ମଝି ରାସ୍ତାରେ ଜଣେ ବ୍ୟବସାୟୀଙ୍କ ଠାରୁ ଚାରି ଲକ୍ଷ ୮୫ହଜାର ଟଙ୍କା ଲୁଟ ହୋଇଛି ।କଳାହାଣ୍ଡି ଜିଲ୍ଲା କଣ୍ଟାବାଞ୍ଜି ରାସ୍ତାରେ ଚାରି ଲକ୍ଷ ୮୫ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ଆସିଛି । ଦିନ ଦ୍ୱିପ୍ରହରେ ଆଜି ଜଣେ ବ୍ୟବସାୟୀ ଏସବିଆଇ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ସ୍କୁଟିରେ ଯାଉଥିଲେ । ସେହି ସମୟରେ ପଲସରରେ ଲୁଟେରା ଆସି ତାଙ୍କ ଠାରୁ ଟଙ୍କା ବ୍ୟାଗ ଝାମ୍ପି ନେଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version