ରାଜ୍ୟ

ଦିଲ୍ଲୀରେ ଅଧା ଥିବା ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Published

on

ନୂଆଦିଲ୍ଲୀ ୨୮/୧ : ଦିଲ୍ଲୀ ଓଡ଼ିଶା ଭବନରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ଅସମ୍ପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହିସବୁ ପ୍ରକଳ୍ପ ପାଇଁ କେତେ କେନ୍ଦ୍ରୀୟ ସହାୟତା ମିଳିଛି ଓ କେତେ ଅନୁଦାନ ମିଳିବାକୁ ବାକି ଅଛି ଶ୍ରୀ ପଟ୍ଟନାୟକ ସେ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ବୈଠକରେ ଆବାସିକ କମିଶନର ସୁନୀଲ ଭାର୍ଗବ ଏବଂ ତୁହନିକାନ୍ତ ପାଣ୍ଡେ, ରାକେଶ ବର୍ମା, ସଞ୍ଜୀବ ମିଶ୍ରଙ୍କ ଭଳି ଉଚ୍ଚ ଅଧିକାରୀମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version