Nation

ଦିଲ୍ଲୀ ୟୁନିଭରସିଟି କୁଳପତି ପଦ ଦୌଡ଼ରେ ୧୩ ଜଣ

Published

on

ନୂଆଦିଲ୍ଲୀ: ଦିଲ୍ଲୀ ୟୁନିଭର୍ସିଟୀ କୁଳପତି ପଦ ପାଇଁ ୧୩ ଜଣଙ୍କ ନାମ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଛି। ମଣିପୁର ୟୁନିଭର୍ସିଟୀର କୁଳପତି ପ୍ରଫେସର ଟି ତିରୁପତି ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ଚ୍ଚ-କମ- ସିଲେକ୍ସନ କମିଟୀ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତି ପାଇଁ ସାକ୍ଷାତକାର ଆରମ୍ଭ କରିଛି।
ଦିଲ୍ଲୀ ୟୁନିଭର୍ସିଟୀର କର୍ଯ୍ୟକାରୀ କୁଳପତି ସି ପି ଯୋଶୀ,ଆଇଆଇଟି ଖଡ଼ଗପୁରର ଅନୀଲ ଗୁପ୍ତା, ବିଳାସପୁର ଅଟଳ ବିହାରୀ ବାଜପେୟୀ ବିଶ୍ୱବିଦ୍ୟାଳୟର ମୂଖ୍ୟ ଏ ଡି ଏନ ବାଜପେୟୀ ଓ ଦିଲ୍ଲୀ ଟେକନୋଲୋଜିକାଲ ୟୁନିଭର୍ସିଟୀ କୁଳପତି ଯୋଗେଶ ସିଂହ ଏହି ଗୁରୁତ୍ବପୂର୍ଣ୍ଣ ପଦଵୀ ଦୌଡ଼ରେ ଆଗରେ ଅଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version