ଅପରାଧ

ଦୁଷ୍କର୍ମ କରି ଯୁବତୀଙ୍କୁ ହତ୍ୟା

Published

on

ମୟୂରଭଞ୍ଜ ୨୭/୪ : ପାହାଡ଼ପୁର ଜଙ୍ଗଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଦାର ହୋଇଛି । ଦୁଷ୍କର୍ମ କରି ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ ।ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବାଦାମପାହାଡ଼ ଥାନା ପାହାଡ଼ପୁର ଜଙ୍ଗଲରୁ ପୋଲିସ ଜଣେ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଦାର କରିଛି । ଯୁବତୀଙ୍କ ମୁଣ୍ଡ ପୋଡ଼ିଦିଆଇଛି । ତେଣୁ ମୃତ ଯୁବତୀଙ୍କ ପରିଚୟ ମିଳିପାରୁନାହିଁ । ତେଣୁ ଦୁଷ୍କର୍ମ ପରେ ଯୁବତୀଙ୍କ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତନାଘନା ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version