ଅପରାଧ

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୧୪ବର୍ଷ ଜେଲ

Published

on

କେନ୍ଦୁଝର ୨୨/୪ : ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଆଜି ଅଭିଯୁକ୍ତଙ୍କୁ ୧୪ବର୍ଷ ଜେଲ ଦଣ୍ଡ ଦିଆଯାଇଛି । କେନ୍ଦୁଝର ଜିଲ୍ଳା ସଦର ଥାନା ଅଂଚଳରେ ରେ ୨୦୧୪ ମସିହାରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ମାମଲାରେ ଆଜି ଶୁଣାଣୀ ହୋଇଛି । ଅଭିଯୁକ୍ତ ରାଇଦାସ ମୁଦିକୁ ୧୨ବର୍ଷ ଜେଲ ଦଣ୍ଡ ସହ୧୭ହଜାର ଟଙ୍କା ଜରିମାନା ଦେବାକୁ ନିଷ୍ପତି ହୋଇଛି ।୨୦୧୪ ମସିହାରେ ସଦର ଥାନା ଅଂଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ରାଇଦାସ ମୁଦୁ ଦୁଷ୍କର୍ମ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version