Nation

ଦେଶରେ ଆଳୁ, ପିଆଜ ଟମାଟ ଦର ନିୟନ୍ତ୍ରଣରେ ରହିଛି: କେନ୍ଦ୍ର ଖାଉଟି ଵ୍ୟାପାର ବିଭାଗ

Published

on

ଖାଉଟି ବ୍ୟାପାର ବିଭାଗର ହସ୍ତକ୍ଷେପ ଫଳରେ ଆଳୁ, ପିଆଜ ଟମାଟ ଦର ନିୟନ୍ତ୍ରଣରେ ରହିଛି।
ଟମାଟ ଦର ଦିଲ୍ଲୀରେ ୪୪ ଟଙ୍କା, ମୁମ୍ବାଇରେ ୪୫ ଟଙ୍କା, କୋଲକତାରେ ୫୭ ଟଙ୍କା ଓ ଚେନାଇରେ ୪୨ ଟଙ୍କା ରହିଛି।
ଆଳୁ ଓ ଟମାଟ ଦର ସର୍ବଭାରତୀୟ ସ୍ତରରେ କିଲୋ ପ୍ରତି ୨୧ଟଙ୍କା ୨୨ ପଇସା ଓ ୪୧ ଟଙ୍କା ୭୩ ପଇସା ଯଥାକ୍ରମେ ରହିଛି।
ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଦର ନିୟନ୍ତ୍ରଣ ପାଇଁ ଦିଲ୍ଲୀ, ମୁମ୍ବାଇ, କୋଲକତା, ଲଖନୌ, ଭୁବନେଶ୍ୱର, ଗୁଆହାଟି, ପାଟନା, ରାଞ୍ଚି, ହାଇଦ୍ରାବାଦ, ଚେନାଇ, ବାଙ୍ଗାଲୋର, କୋଚି, ଚଣ୍ଡୀଗଡ଼, ରାୟପୁର ଆଦି ପ୍ରମୁଖ ବଜାରକୁ ମହଜୁଦ ଷ୍ଟକରୁ ଯୋଗାଣ କରାଯାଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version