ନୂଆଦିଲ୍ଲୀ:ଦେଶର କିନ୍ନରମାନଙ୍କୁ ମିଳିବ କେନ୍ଦ୍ରୀୟ ଅର୍ଥିକ ସହାୟତା।
କୋଭିଡ:୨.୦ ରେ ଜୀବନ ଜୀବିକ ହରାଇଥିବା କିନ୍ନର ମାନଙ୍କୁ କେନ୍ଦ୍ର ସରକାର ୧୫୦୦ ଟଙ୍କା ଲେଖାଏଁ ସହାୟତା ରାଶି ଦେବାପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତଣାଳୟ ଘୋଷଣା କରିଛି। ଏହି ଅର୍ଥରାଶି କିନ୍ନରମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଇ ଦିଆଯିବ।