ରାଜ୍ୟ

ଦୋଳ ବେଦିରେ ରଙ୍ଗ ଖେଳିବେ ମହାପ୍ରଭୁ : ବଡଦାଣ୍ଡରେ ଭକ୍ତଙ୍କ ଭିଡ

Published

on

ପୁରୀ ୨୧/୩ : ରଙ୍ଗବେରଙ୍ଗର ଖେଳ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ଆଉ ଆଜି ଦୋଳପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଚାଲିଛି । ମହାପ୍ରଭୁ ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏଥିପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଲାଣି । ଦୋଳବେଦିରେ ଆଜି ତିନିଠାକୁର ଦୋଳବେଦିକୁ ଯିବେ । ନାଭିକଟା ମଣ୍ଡପକୁ ଠାକୁର ବିଜେ ହେବା ପରେ ଆରମ୍ଭ ହେବ ସୁନାବେଶ । ଦୋଳ ବେଦିରେ ରଙ୍ଗ ଖେଳିବେ ମହାପ୍ରଭୁ । ରତ୍ନ ସିଂହାସନରୁ ଓହ୍ଲାଇ ଆସି ଭକ୍ତଙ୍କ ସହ ରଙ୍ଗ ଖେଳିବେ ମହାପ୍ରଭୁ ।

Leave a Reply

Your email address will not be published. Required fields are marked *

Trending

Exit mobile version