ଦେଶ ବିଦେଶ

ଦୟୋଦୟ ଏକ୍ସପ୍ରେସ ଲାଇନଚ୍ୟୁତ

Published

on

ଜୟପୁର ୧/୨ : ଜୟପୁର ସଙ୍ଗାନେର ନିକଟରେ ଶୁକ୍ରବାର ଦୟୋଦୟ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏଥିରେ କେହି ପ୍ରାଣ ହରାଇନଥିଲେ ମଧ୍ୟ କିଛି ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଟ୍ରେନର କେତୋଟି ବଗି ଲାଇନଚ୍ୟୁତ ହେବା ଫଳରେ ଏଭଳି ଦୁର୍ଘଟଣା ଘଟିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version