ରାଜ୍ୟ

ଧାଡ଼ି ଦର୍ଶନ ନେଇ ସରକାର ଉଚିତ ପଦକ୍ଷେପ ନିଅନ୍ତୁ : ଶଙ୍କରାଚାର୍ଯ୍ୟ

Published

on

ପୁରୀ/୧୩ : ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ସରକାର ଉଚିତ ପଦକ୍ଷେପ ନେବା ଲାଗି ପୁରୀ ଗୋବର୍ନ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ପରାମର୍ଶ ଦେଇଛନ୍ତି । ପଶ୍ଚିମବଙ୍ଗ ଗଙ୍ଗାସାଗର ମେଳାରେ ଯୋଗ ଦେଇଥିବାବେଳେ ସେ ଗଣମାଧ୍ୟକୁ କହିଛନ୍ତି ଯେ, ସନାତନ ଧର୍ମ ପାଳନ ଦିଗରେ ମଧ୍ୟ ପ୍ରଶାସନ ଯତ୍ନବାନ ହେବା ଜରୁରୀ । ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଗଲେ ଅଯୋଧ୍ୟା ବିବାଦର ସମାଧାନ ସମ୍ଭବ ହୋଇପାରନ୍ତା ବୋଲି ସେ ଏହି ଅବସରରେ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version