ରାଜ୍ୟ

ନଦୀରେ ଗାଧୋଇବା ବେଳେ ଦୁଇଜଣ ଛାତ୍ର ନିଖୋଜ

Published

on

କେନ୍ଦ୍ରାପଡ଼ା ୧୪/୩ : ବିରୁପା ନଦୀରେ ଗାଧୋଇବା ବେଳେ ଦୁଇଜଣ ଛାତ୍ର ନିଖୋଜ ହୋଇଯାଇଛନ୍ତି । ନିଖୋଜ ହୋଇଥିବା ଦୁଇ ଛାତ୍ରଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ଲୋକଙ୍କ ଉଦ୍ୟମ କାର‌୍ୟ୍ୟ ଜାରୀ ରହିଛି ।
ସୂଚନା ଯୋଗ୍ୟ ,କେନ୍ଦ୍ରପଡ଼ା ଜିଲ୍ଲା ବିରୁପା ନଦୀରେ ଘଟିଛି ଅଘଟଣ । ବିରୁପା ନଦୀକୁ ଆଜି ଦୁଇଜଣ ଛାତ୍ର ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ କୈାଣସି କାରଣରୁ ଗୋଡ଼ ଖସି ଯାଇ ଦୁଇଜଣ ଛାତ୍ର ନିଖୋଜ ହୋଇଯାଇଛନ୍ତି । ନିଖୋଜ ଦୁଇ ଛାତ୍ର ଡ଼େରାବିଶ ଛୋଟି ଗାଁର ବୋଲି ଜଣାପଡ଼ିଛି । ନିଖୋଜ ହୋଇଥିବା ଦୁଇ ଛାତ୍ରଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ଲୋକଙ୍କ ଉଦ୍ୟମ କାର‌୍ୟ୍ୟ ଜାରୀ ରହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version