ରାଜ୍ୟ

ନନ୍ଦନକାନନରେ ଜନ୍ମ ନେଲେ ଦୁଇ କଳା ବାଘ ଛୁଆ

Published

on

ଭୁବନେଶ୍ୱର ୨୨/୧୨ : ନନ୍ଦନକାନନରେ ଦୁଇଟି କଳା ବାଘ ଛୁଆ ଜନ୍ମ ନେଇଛନ୍ତି । ଏହି ବାଘ ବିରଳ ପ୍ରଜାତିର । ବାଘୁଣୀ ରେଣୁକା ଶନିବାର ଭୋର ୩.୪୦ ମିନିଟ୍ରେ ପ୍ରଥମ ଶାବକଟିକୁ ଜନ୍ମ କରିଥିବାବେଳେ ଆଜି ମଧ୍ୟାହ୍ନରେ ଦ୍ୱିତୀୟ ଛୁଆଟି ଜନ୍ମ ନେଇଥିଲା । ଫଳରେ ନନ୍ଦନକାନନରେ ବାଘ ସଂଖ୍ୟା ୨୬ ରୁ ୨୮କୁ ବୃଦ୍ଧି ପାଇଛି । ଏହି ବାଘମାନଙ୍କ ମଧ୍ୟରୁ ୯ଟି ଧଳା ଓ ୪ଟି କଳା ।

Leave a Reply

Your email address will not be published. Required fields are marked *

Trending

Exit mobile version