ରାଜ୍ୟ

ନଷ୍ଟ କରାଗଲା ୬୦ କୋଟିର ଗଞ୍ଜେଇ ଫସଲ

Published

on

ବାଲିଗୁଡ଼ା ୩୦/୧୨ : ନିକଟବର୍ତ୍ତୀ ମାଓ ଅଂଚଳରେ ଚଢ଼ାଉ କରାଯାଇ ବହୁ ପରିମାଣର ଗଞ୍ଜେଇ ଫସଲ ନଷ୍ଟ କରାଯାଇଛି । ପୋଲିସ, ସିଆରପିଏଫ୍ ଓ ଅବକାରୀ ବିଭାଗର କର୍ମଚାରୀମାନେ ୧୫୦ ଏକରରୁ ଉଦ୍ଧ୍ୱର୍ ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛ କାଟି ନଷ୍ଟ କରିଦେଇଥିଲେ । ନଷ୍ଟ ଫସଲର ଆନୁମାନିକ ମୂଲ୍ୟ ୬୦ କୋଟିର ଉଦ୍ଧ୍ୱର୍ ହେବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version