ସୁନ୍ଦରଗଡ଼ ୫/୧ : ବ୍ରଜରାଜନଗରର ଜଣେ ନାବାଳିକାକୁ ହରିଆଣାରେ ବିକ୍ରି କରିଦେଇଥିବା ଅଭିଯୋଗରେ ବ୍ରଜରାଜନଗର ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ନାବାଳିକାର ସମ୍ପର୍କୀୟ ବଡ଼ବାପା ଟଙ୍କାଧର ବାଗ ଓ ଦଲାଲ ଅଜୟ ଗଞ୍ଜାରି । ତାକୁ କିଛିଦିନ ତଳେ ଟଙ୍କଧର ଓ ଅଜୟ ହରିଆଣାରେ ବିକ୍ରି କରିଦେଇଥିଲେ । ନାବାଳିକାଟିକୁ ଉଦ୍ଧାର କରିବା ପାଇଁ ଦୁଇଟି ପୋଲିସ ଟିମ୍ ହରିଆଣା ଯାଇଛନ୍ତି ।