ଅପରାଧ

ନାବାଳିକା ପୁଣି ଗର୍ଭବତୀ

Published

on

ନବରଙ୍ଗପୁର ୧୯ ।୨ : ନାବାଳିକା ଗର୍ଭବତୀ ହେବା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। କନ୍ଧମାଳ ,ଢେଙ୍ଗାନାଳ ପରେ ଏବେ ନବରଙ୍ଗପୁରରେ ପୁଣି ଜଣେ ନାବାଳିକା ଗର୍ଭବତୀ ଥିବା ଜଣାପଡ଼ିଛି ।
ନବରଙ୍ଗପୁର ଜିଲ୍ଲାରେ ଜଣେ ନାବାଳିକା ଗର୍ଭବତୀ ଥିବା ସୂଚନା ମିଳିଛି । ବିବାହର ପ୍ରଲୋଭନ ଦେଖାଇ ଜଣେ ଯୁବକ ପୀଡ଼ିତା ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପ୍ରଘଟ ହେବା ପରେ ସାମାଜିକ ସଙ୍ଗଠନ ‘ମା ଘରେ ‘ ସମ୍ପୃକ୍ତ ନାବାଳିକାଟି ଆଶ୍ରୟ ନେଇଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

Trending

Exit mobile version