ରାଜ୍ୟ

ନୂଆ ବର୍ଷରୁ ଲାଗିବ ଅଭଡା ଦର ତାଲିକା

Published

on

ପୁରୀ ୨୬/୧୨ : ନୂଆବର୍ଷ ଆରମ୍ଭରେ ଅଭଡା ଦର ତାଲିକା ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଅଭଡା ହାଣ୍ଡିର ମୂଲ୍ୟ କେତେ ରହିବ ତାହାର ଏକ ତାଲିକା ଆନନ୍ଦବଜାରରେ ମରାଯିବ । କେବଳ ଏତିକି ନୁହେଁ, ନୂଆବର୍ଷ ଆରମ୍ଭରେ ଶ୍ରୀଜୀଉଙ୍କ ଦର୍ଶନୀ ଟିକେଟ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହେବ । ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ତାରିଖରୁ ଏହି ଦୁଇ ବ୍ୟବସ୍ଥା ଲାଗୁ କରାଯିବ ତାହା ଏପର୍ଯ୍ୟନ୍ତ ଠିକ୍ ହୋଇନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version