ଭୁବନେଶ୍ୱର:ଭାରତୀୟ ଡାକ ସେବାର ୧୯୯୦ ବ୍ୟାଚର ଅଫିସର ଶୁଭେନ୍ଦୁ ସ୍ୱାଇଁ ଓଡିଶା ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରଛନ୍ତି।
ସେ ଓଡ଼ିଶାରେ ଡାକ ନିର୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି।
ଶୁଭେନ୍ଦୁ ଏହା ପୂର୍ବରୁ ମଧ୍ୟ ପ୍ରଦେଶ, ଜା।ମୁ ଓ କାଶ୍ମିର, ଦିଲ୍ଲୀ, ତାମିଲନାଡୁ , ବିହାର ଏବଂ ଉତ୍ତର ପ୍ରଦେଶ ରେ ବିଭିନ୍ନ ପଦପଦଵୀରେ ରହି ଦକ୍ଷତାର ସହ କାର୍ଯ୍ୟ କରିଥିଲେ। କଳା ସଂସ୍କୃତିରେ ତାଙ୍କର ଆଗ୍ରହ ରହିଛି।