ଅପରାଧ

ପତ୍ନୀଙ୍କୁ ପଥରରେ ଛେଚି ହତ୍ୟା

Published

on

ଯାଜପୁର ୨୮/୧ : ଯାଜପୁର ଅଂଚଳର ତେଲିଗଡ଼ ମୁଣ୍ଡା ସାହି ଗ୍ରାମରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ପଥରରେ ଛେଚି ହତ୍ୟା କରିଛି । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି । ବ୍ୟକ୍ତିଜଣକ ଫେରାର ହୋଇଯାଇଥିବାରୁ ପୋଲିସ ତାକୁ ହଠାତ୍ ଗିରଫ କରିପାରିନାହିଁ ।

Leave a Reply

Your email address will not be published. Required fields are marked *

Trending

Exit mobile version