ଅପରାଧ

ପତ୍ନୀଙ୍କୁ ହତ୍ୟା

Published

on

ବ୍ରହ୍ମପୁର ୨୮/୧ : ଗଞ୍ଜାମର ଚମାଖଣ୍ଡି ଅଂଚଳର ନରେନ୍ଦ୍ର ପୁର ଗ୍ରାମରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରିଛନ୍ତି । ଏହି ମହିଳାଙ୍କ ନାମ ଉଷାରାଣୀ ସେନାପତି । ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version