ରାଜନୀତି

ପଶ୍ଚିମବଙ୍ଗରେ ବିଜେପି ରଥଯାତ୍ରାକୁ ସବୁଜ ସଙ୍କେତ

Published

on

କୋଲକାତା ୨୦୧/୧୨ : ବିଜେପି ପଶ୍ଚିମବଙ୍ଗରେ ରଥଯାତ୍ରା କରିପାରିବ । ଏଥିପାଇଁ କୋଲକାତା ହାଇକୋର୍ଟ ବିଜେପିକୁ ଅନୁମତି ଦେଇଛନ୍ତି । ତେବେ କେତେକ ନିର୍ଦ୍ଦିଷ୍ଟ ସର୍ତରେ ଏହି ଅନୁମତି ପ୍ରଦାନ କରାଯାଇଛି । ପୂର୍ବରୁ ପଶ୍ଚିମବଙ୍ଗରେ ରଥଯାତ୍ରା ପାଇଁ ରାଜ୍ୟର ଟିଏମ୍ସି ସରକାର ଅନୁମତି ନ ଦେବାରୁ ବିଜେପି ଶୋଭାଯାତ୍ରା ପାଇଁ ସବୁ ଆୟୋଜନ କରିଥିଲେ ହେଁ ଶେଷରେ ସେଥିରୁ ଓହରି ଯିବାକୁ ବାଧ୍ୟ ହୋଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version