ରାଜ୍ୟ

ପାରାଦ୍ୱୀପରେ ସି ଭିଜିଲ

Published

on

ପାରାଦ୍ୱୀପ ୨୨/୧ : ପାରାଦ୍ୱୀପ ଉପକୂଳବର୍ତ୍ତୀ ସମୁଦ୍ର ଭିତରେ ତଟରକ୍ଷୀ ବାହିନୀ ପକ୍ଷରୁ ସି ଭିଜିଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସମୁଦ୍ର ଭିତରେ ନିରାପତ୍ତା ସଚେତନତାକୁ ପ୍ରଭାବଶାଳୀ କରିବା ପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ । ଏଥିରେ ରେଡ ଟିମ୍ ଓ ବ୍ଲ୍ୟୁ ଟିମ ଅଂଶ ଗ୍ରହଣ କରିଛନ୍ତି । ଉଭୟ ଟିମ ମକଡ୍ରିଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସମ୍ପାଦନ କରୁଛନ୍ତି । ରେଡ ଟିମ ଅନୁପ୍ରବେଶକାରୀର ଭୂମିକା ଗ୍ରହଣ କରିଥିବାବେଳେ ବ୍ଲ୍ୟୁ ଟିମ ସେମାନଙ୍କ ମୁକାବିଲା କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version