ଦେଶ ବିଦେଶ

ପାରିକରଙ୍କ ଭଲମନ୍ଦ ବୁଝିଲେ ରହୁଲ

Published

on

ନୂଆଦିଲ୍ଲୀ ୨୯/୧ : କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆଜି ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଭେଟିଛନ୍ତି । ସେ ଗୋଆ ବିଧାନସଭାସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଂଚି ତାଙ୍କ ସହ ପ୍ରାୟ ୧୫ ମିନିଟ କଥାବାର୍ତ୍ତା କରିଥିଲେ । ଏହା ଏକ ସୋ÷ଜନ୍ୟମୂଳକ ସାକ୍ଷାତ ଥିଲା ଏବଂ ସେ ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥା ସହ ଭଲମନ୍ଦ ପଚାରି ବୁଝିଥିଲେ ବୋଲି ନିଜେ ରହୁଲ ଟ୍ୱିଟ କରି କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version