ଅପରାଧ

ପାର୍ସଲ ବୋମା ବିସ୍ଫୋରଣ : ପୁଞ୍ଜିଲାଲଙ୍କ ବିରୁଦ୍ଧରେ ଫାଇନାଲ ଚାର୍ଜସିଟ

Published

on

ବଲାଙ୍ଗିର ୩୧/୧ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ବିରୁଦ୍ଧରେ କ୍ରାଇମବ୍ରାଂଚ ଅଦାଲତରେ ଗୁରୁବାର ଫାଇନାଲ ଚାର୍ଜସିଟ ଦାଖଲ କରିଛି । ୬୫ ପୃଷ୍ଠାର ଏହି ଚାର୍ଜସିଟରେ ୭୬ଜଣ ସାକ୍ଷୀଙ୍କ ବୟାନ ରହିଛି । ଗତବର୍ଷ ଫେବୃୟାରୀ ୨୩ରେ ଏହି ପାର୍ସଲ ବୋମା ବିସ୍ଫୋରଣରେ ନବବିବାହିତ ସପ୍ଟୱେୟାର ଇଂଜିନିୟର ସୋ÷ମ୍ୟଶେଖର ସାହୁ ଓ ତାଙ୍କର ସମ୍ପର୍କୀୟ ଆଇଙ୍କର ମୃତ୍ୟୁ ଘଟିଥିବାବେଳେ ପତ୍ନୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version