ଅପରାଧ

ପିପିଲି ନିକଟରେ ଏନକାଉଣ୍ଟର : ଜିତୁ ଆହତ

Published

on

ପିପିଲି ୧୨/୧ : ପିପିଲି ନିକଟରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ସାହୁ ଓରଫ ଜିତୁ ଗୁରୁତର ଆହତ ହୋଇଛି । ପିପିଲି-ଜଟଣୀ ରାସ୍ତାର ବାରିମୂଳ ଛକ ନିକଟରେ ପୋଲିସ ପକ୍ଷରୁ ଏହି ଏନକାଉଣ୍ଟର କରାଯାଇଥିଲା । ଗତ ମାସରେ ପୁରୀରେ ଘଟିଥିବା ପରା ହତ୍ୟାକାଣ୍ଡ ମୁଖ୍ୟ ଆସାମୀ ହେଉଛି ଜିତୁ । ପୋଲିସ ତାକୁ ଗିରଫ କରିବା ପାଇଁ ଖୋଜୁଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version