ଖେଳ

ପିଭି ସିନ୍ଧୁଙ୍କୁ ବିଡବ୍ଲ୍ୟୁଏଫ୍ ଟୁର ଟାଇଟଲ

Published

on

ନୂଆଦିଲ୍ଲୀ ୧୬/୧୨ : ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ନୂଆ ଇତିହାସ ରଚନା କରିଛଛନ୍ତି । ସେ ଆଜି ପ୍ରଥମଥର ପାଇଁ ବିଡବ୍ଲ୍ୟୁଏଫ୍ ୱାର୍ଲଡ ଟୁର ଟାଇଟଲ ହାସଲ କରିଛନ୍ତି । ଚୀନର ଗୁଆଙ୍ଗଝୋରେ ଅନୁଷ୍ଠିତ ଏହି ପତ୍ରିଯୋଗିତାର ମହିଳା ସିଙ୍ଗଲ୍ସ ଫାଇନାଲରେ ସିନ୍ଧୁ ଜାପାନର ନୋଜୋମି ଓକୁହାରାଙ୍କୁ ହରାଇ ଏହ ିଗୋ÷ରବ ଅର୍ଜନ କରିଛନ୍ତି । ତୀବ୍ର ପ୍ରତିଦ୍ୱନ୍ଦିତାମୂକଳ ଫାଇନାଲରେ ସେ ୨୧-୧୯ ଓ ୨୧-୧୭ରେ ଓକୁହାରାଙ୍କୁ ପରାସ୍ତ କରିଥିଲେ । ଗତବର୍ଷ ସିନ୍ଧୁ ଏହି ପ୍ରତିଯୋଗିତାର ଫାଇନାଲରେ ହାରି ରନର୍ସ ଅପ୍ ହୋଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version