ରାଜ୍ୟ

ପୁଣି ଏକ ହାତୀର ଜୀବନ ଗଲା

Published

on

ହିନ୍ଦୋଳ ୨/୧ : ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜର ଦୁଦୁରକୋଟ ଜଙ୍ଗଲରେ ଏକ ଦନ୍ତା ହାତୀର ଶବ ଠାବ କରାଯାଇଛି । ବୁଧବାର ସକାଳେ ସ୍ଥାନୀୟ ଲୋକମାନେ ହାତୀର ମୃତ ଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ କରୁଛନ୍ତି । ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀଟି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version