ରାଜ୍ୟ

ପୁଣି ଭାଇରାଲ ହେଲା ମାଟ୍ରିକ ହିନ୍ଦୀ ପ୍ରଶ୍ନପତ୍ର !

Published

on

ବଲାଙ୍ଗୀର ୨୭/୨ : ଆଜି ମାଟ୍ରିକ ପରୀକ୍ଷାର ତୃତୀୟ ଦିନରେ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ମିଳିଛି । ତେବେ ଭାଇରାଲ ପ୍ରଶ୍ନପତ୍ରର ସଠିକତାକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଆଜି ପୁଣି ବଲାଙ୍ଗିର ଜିଲ୍ଲା ସଇଁତଳା ଅଂଚଳରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି । ମୋବଇଲରୁ ମୋବାଇଲକୁ ଘୁରିବୁଲୁଛି ପ୍ରଶ୍ନପତ୍ର । ତେବେ ପରୀକ୍ଷା ପରେ ହିଁ ଏହି ପ୍ରଶ୍ନ ଠିକ ନା ଭୁଲ ତାହା ଜଣାପଡିବ । ଯଦି ଏହା ସତ୍ୟ ହୋଇଥାଏ ତେବେ ବୋର୍ଡର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ ।

Leave a Reply

Your email address will not be published. Required fields are marked *

Trending

Exit mobile version