ଅପରାଧ

ପୁରୀରେ ଭକ୍ତଙ୍କୁ ଆକ୍ରମଣ

Published

on

ପୁରୀ ୨୬/୧୨ : ଶ୍ରୀମନ୍ଦିର ବାହାରେ ଜଣେ ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କରଯାଇଛି । ଜଗନ୍ନାଥ ବଲ୍ଲଭ ପାର୍କିଂ ନିକଟରେ ଦୁର୍ବୃତ୍ତମାନେ ବାଲେଶ୍ୱରର ପ୍ରମୋଦ ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ବେକର କିଛି ଅଂଶ କଟିଯାଇଛି । ତାଙ୍କୁ ପ୍ରଥମେ ପୁରୀ ସଦର ହସ୍ପିଟାଲରେ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ଟାଉନ ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version