ପୁରୀ ୩/୧ : ପୁରୀ ଜିଲ୍ଲାରେ ଏବେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ୫ଟି ଜୋନ୍ର ପକ୍ଷୀ ଗଣନା କରାଯାଉଛି । ବ୍ରହ୍ମଗିରି ବନ୍ୟପ୍ରାଣୀ ବନଖଣ୍ଡର ୩ଟି ଜୋନ୍ରେ ଗୁରୁବାର ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଅସ୍ତରଙ୍ଗରେ ମଧ୍ୟ ପକ୍ଷୀ ଗଣନା ଚାଲିଛି । ଏହି କାର୍ଯ୍ୟକ୍ରମ ପାଇଁ ୨୬ଟି ଟିମ୍ ଗଠନ କରାଯାଇଛି ।