ରାଜ୍ୟ

ପୂର୍ବତଟ ରେଳପଥ ପ୍ରାଚୀର ପତ୍ରିକାରେ ଆନ୍ତର୍ଜାତୀୟ ଲେବଲ କ୍ରସିଂ ଦିବସ ବାର୍ତା

Published

on

ଭୁବନେଶ୍ୱର:ଆନ୍ତର୍ଜାତୀୟ ଲେବଲ କ୍ରସିଂ ସଚେତନତା ଦିବସ -2021 ଉପଲକ୍ଷେ ପୂର୍ବତଟ ରେଳପଥର ୱାଲ୍ ମାଗାଜିନ୍ କୁ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାରଙ୍କ ଦ୍ୱାରା ଉନ୍ମୋଚନ ହୋଇଯାଇଛି। ରେଳପଥର ପ୍ରମୁଖ ସୁରକ୍ଷା ଅଧିକାରୀ ହେମନ୍ତ କୁମାର ଦତ୍ତ, ମୁଖ୍ୟ ଜନସମ୍ପର୍କ ଅଧିକାରୀ କୋୖଶଳେନ୍ଦ୍ର କିଶୋର ଖାଡ଼ଙ୍ଗା ଏବଂ ବରିଷ୍ଠ ଜନସମ୍ପର୍କ ଅଧିକାରୀ ନିରାକାର ଦାସଙ୍କ ଉପସ୍ଥିତିରେ ରେଳ ସଦନ ଠାରେ ଏହି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।

Leave a Reply

Your email address will not be published. Required fields are marked *

Trending

Exit mobile version