ଦେଶ ବିଦେଶ

ପେପର ବିକାଳିରୁ ମିସାଇଲ୍ ମ୍ୟାନ

Published

on

ଭାରତର ପୂର୍ବତନ ରାଷ୍ଟ୍ରପତି ଓ ମିସାଇଲ୍ ମ୍ୟାନ ଡ.ଏ.ପି.ଜେ ଅବଦୁଲ କଲାମଙ୍କ ଆଜି ଜୟନ୍ତି । କଲାମ ଭାରତର ୧୧ ତମ ରାଷ୍ଟ୍ରପତି ଥିଲେ । ସେ ୧୫ ଅକ୍ଟୋବର ୧୯୩୧ରେ ରାମେଶ୍ୱରମ ଠାରେ ଜନ୍ମ ଗ୍ରହଣ କରିଥିଲେ । ୨୭ ଜୁଲାଇ ୨୦୧୫ରେ ଶ୍ରୀଲଙ୍ଗରେ ତାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ସମଗ୍ର ଜୀବନ ଶିକ୍ଷା ପାଇଁ ସମର୍ପିତ ଥିଲା । ବୈଜ୍ଞାନିକ କଲାମ ସାହିତ୍ୟରେ ମଧ୍ୟ ରୁଚି ରଖିଥିଲେ । ଏହାସହ ସେ ବୀଣା ମଧ୍ୟ ବଜାଉଥିଲେ । କଲାମଙ୍କ ପିତା ତାଙ୍କ ନୌକାକୁ ମତ୍ସ୍ୟଜୀବିଙ୍କୁ ନେଇ ପରିବାର ପ୍ରତିପୋଷଣ କରୁଥିଲେ ।

<img class=”alignnone size-medium wp-image-798″ src=”https://www.liveodishatv.com/wp-content/uploads/2018/10/1-1-300×185.jpg” alt=”” width=”300″ height=”185″ />

ମିସାଇଲ୍ ମ୍ୟାନ କଲାମ ଛୋଟବେଳେ ପାଠ ପଢିବା ସହ ଘର-ଘର ବୁଲି ପେପ୍ର ବିକ୍ରି କରୁଥିଲେ । କଲାମ ତାଙ୍କ ବାପାଙ୍କ ଠାରୁ ସଚ୍ଚୋଟ ଓ ଆତ୍ମନୀର୍ଭଶୀଳ ବୀରାସତରେ ପାଇଥିଲେ ଏବଂ ମା’ ଠାରୁ ଇଶ୍ୱରୀ ବିଶ୍ୱାସୀ ଓ କରୁଣାର ଉପହାର ପାଇଥିଲେ । ୨୭ ଜୁଲାଇ ୨୦୧୫ରେ ଡ. କଲାମ ଜୀବନର ଅନ୍ତିମ ନିଶ୍ୱାସ ନେବା ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଛାତ୍ରଙ୍କ ସହ କଥା ହେଉଥିଲେ । କଲାମ ସବୁବେଳେ କହିଥିଲେ ଛୋଟ ପଲାମାନେ ଦେଶର ଭବିଷ୍ୟତ । ଆସନ୍ତୁ ଦେଖିବା ପୂର୍ବତନ ରାଷ୍ଟ୍ରପତି କଲାମଙ୍କ କିଛି ସ୍ମରଣୀୟ ଫଟୋ…

&nbsp;

<img class=”alignnone size-medium wp-image-801″ src=”https://www.liveodishatv.com/wp-content/uploads/2018/10/1-5-300×185.jpg” alt=”” width=”300″ height=”185″ /> <img class=”alignnone size-medium wp-image-800″ src=”https://www.liveodishatv.com/wp-content/uploads/2018/10/1-4-300×185.jpg” alt=”” width=”300″ height=”185″ /> <img class=”alignnone size-medium wp-image-799″ src=”https://www.liveodishatv.com/wp-content/uploads/2018/10/1-2-300×185.jpg” alt=”” width=”300″ height=”185″ />

Leave a Reply

Your email address will not be published. Required fields are marked *

Trending

Exit mobile version