ରାଜ୍ୟ

ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

Published

on

ନୂଆପଡା ୩୦/୫ : ନୂଆପଡା ଗ୍ରାମରେ ଥିବା ପୋଖରୀରେ ବୁଡି ଗୋଟିଏ ପରିବରର ଦୁଇ ଭଉଣୀ ପ୍ରାଣ ହରାଇଛନ୍ତି । ଆଜି ସକାଳେ ଗ୍ରାମର ଦୁଇ ଯୁବତୀ ଗାଧୋଇବାକୁ ପୋଖରୀକୁ ଯାଇଥିଲେ । କିନ୍ତୁ ଅସାବଧାନତା କାରଣରୁ ଜଣେ ଯୁବତୀ ପୋଖରୀରେ ବୁଡି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଜଣେ ଯୁବତୀମଧ୍ୟ ବୁଡି ପ୍ରାଣ ହରାଇଥିଲେ । ଯୁବତୀ ଦୁହେଁ ସଂପର୍କରେ ଭଉଣୀ ହୋଇଥିବା ଜଣାପଡିଛି । ଘଟଣାପରେ ଗ୍ରାମବାସୀ ପୋଖରୀରୁ ଦୁଇଭଉଣୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version