ଅପରାଧ

ପୋଲିସ ଅସ୍ତ୍ରାଗାରରୁ ଲୁଟ୍ : ଗୁଳି ଉଦ୍ଧାର

Published

on

ସୁନ୍ଦରଗଡ଼ ୩୦/୧୧ : ସୁନ୍ଦରଗଡ଼ ରିଜର୍ଭ ପୋଲିସ ଅସ୍ତ୍ରାଗାରରୁ ଲୁଟ୍ ହୋଇଥିବା ୪୫ଟି ଗୁଳି ଉଦ୍ଧାର କରାଯାଇଛି । ଗତ ୨୮ ତାରିଖରେ ଅସ୍ତ୍ରାଗାରରୁ ୬୦ଟି ଗୁଳି ଲୁଟ୍ ହୋଇଥିଲା । ସେଥି ମଧ୍ୟରୁ ଆଉ ୧୫ଟି ଗୁଳି କୁଆଡ଼େ ଗଲା, ସେ ସମ୍ପର୍କରେ ପୋଲିସ ଛାନ୍ଭିନ୍ କରୁଛି । ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ଜଣେ କନଷ୍ଟେବଳଙ୍କୁ ଅଟକ ରଖି ପଚରାଉଚରା କରୁଛି । ଲୁଟ୍ରେ ଆଉଜଣେ ମଧ୍ୟ ସାମିଲ ଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version