Nation

ପୋଷ୍ୟ ସ୍କୁଲ ପାଇଁ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ,ବିଚାରପତିଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର: ରାଜ୍ୟର ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାଜ୍ୟର ଦୁଇ କେନ୍ଦ୍ରମନ୍ତ୍ରୀ ଙ୍କ ସମେତ ହାଇକୋର୍ଟ ର ବିଚାରପତି ରାଜ୍ୟର ସବୁ ଏ ମ୍ ପି ଓ ଏମ୍ଏଲ୍ଏମାନଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି।

ଆମେ ପଢ଼ି ଥିବା ସ୍କୁଲ ସହିତ ଆମର ଭାବଗତ ସମ୍ପର୍କ ସବୁବେଳେ ରହିଥାଏ ।ତେଣୁ ମୋ ସ୍କୁଲ କାର୍ଯ୍ୟ୍କ୍ରମରେ ସାମିଲ ହୋଇ ଅନ୍ତତଃ ପକ୍ଷେ ତିନୋଟି ସରକାରୀ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ର ଦୁଇ କେନ୍ଦ୍ର ମନ୍ତ୍ରୀ ଙ୍କ ସମେତ ହାଇକୋର୍ଟର ବିଚାରପତି ରାଜ୍ୟର ସବୁ ଏ ମ୍ ପି ଓ ଏମ୍ଏଲ୍ଏ ମାନଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version