ରାଜ୍ୟ

ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଖୋଲିବ ଜରା ନିବାସ

Published

on

ଭୁବନେଶ୍ୱର ୨୦/୧୨ : ପ୍ରତି ଜିଲ୍ଲା ସଦର କାର୍ଯ୍ୟାଳୟରେ ଜରା ନିବାସ ଖୋଲିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଅସହାୟ ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ବର୍ତ୍ତମାନ ୮ଟି ଜିଲ୍ଲା ମୁଖ୍ୟାଳୟରେ ଜରା ନିବାସ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ରାଜ୍ୟରେ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ପରିଚାଳିତ ୪୨ଟି ଜରା ନିବାସ ରହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version