ରାଜ୍ୟ

ପ୍ରସନ୍ନ ଆଚାର୍ଯ୍ୟ ବିଜୁ କୃଷକ ଜନତା ଦଳ ସଭାପତି

Published

on

ଭୁବନେଶ୍ୱର ୧୪/୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ କୃଷକ ଜନତା ଦଳର ନେତୃତ୍ୱ ପରିବର୍ତ୍ତନ କରିଛନ୍ତି । ଏହାର ସଭାପତି ପଦ ଏବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦିଆଯାଇଛି । ପୂର୍ବରୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଏହି ପଦବୀରେ ଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିଜୁ କୃଷକ ଜନତା ଦଳର ନୂଆ ମହାସଚିବ କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version